ଓଡ଼ିଶା ସମ୍ପର୍କରେ

ଓଡ଼ିଶାର ଉତ୍ତରପୂର୍ବ ଦିଗରେ ପଶ୍ଚିମବଙ୍ଗ, ଦକ୍ଷିଣରେ ଆନ୍ଧ୍ରପ୍ରଦେଶ, ଉତ୍ତରରେ ଝାଡ଼ଖଣ୍ଡ, ପୂର୍ବରେ ବଙ୍ଗୋପସାଗର ଏବଂ ପଶ୍ଚିମରେ ଛତିଶଗଡ଼ ଅବସ୍ଥିତ

Questions Answer
ପ୍ରଦେଶର ନାମ ଓଡ଼ିଶା
ଓଡ଼ିଶା ପ୍ରଦେଶ ଗଠନ ୧, ଏପ୍ରିଲ, ୧୯୩୬
ରାଜଧାନୀ ଭୁବନେଶ୍ବର
ଭାଷା ଓଡ଼ିଆ
ଆୟତନ ୧୫୫୭୦୭
ଜନସଂଖ୍ୟା ୪,୧୯,୪୭,୩୬୮
ମୋଟ ପୁରୁଷ ସଂଖ୍ୟା ୨,୧୨,୦୧,୬୭୮
ମୋଟ ମହିଳା ସଂଖ୍ୟା ୨,୦୭,୪୫,୬୮୦
ଶିଶୁ ସଂଖ୍ୟା ୫୦,୩୫,୬୫୦ (୦-୬ବର୍ଷ)
ଜନବହୁଳ ଜିଲା ଗଞ୍ଜାମ
ସ୍ବଳ୍ପ ଜନବହୁଳ ଜିଲା ଦେବଗଡ଼
ସାକ୍ଷର ଜିଲା ଖୋରଧା
ସ୍ବଳ୍ପ ସାକ୍ଷର ଜିଲା ମାଲକାନଗିରି

ଓଡ଼ିଶାର ପ୍ରଶାସନିକ ଓ ରାଜନୈତିକ ପରିସୀମା

Questions Answer
ରାଜସ୍ବ ଡିଭିଜନ ସଂଖ୍ୟା ୦୩
ଜିଲା ସଂଖ୍ୟା ୩୦
ସବ୍‌ଡିଭିଜନ ୫୮
ତହସିଲ ୧୪୭
କୃଷିଜିଲା ୩୦
ଶିକ୍ଷାଜିଲା ୩୦
ପୁଲିସ ଜିଲା ୧୫
ବ୍ଲକ ୩୧୪
ମହାନଗର ନିଗମ ୦୫
ପୌରାଞ୍ଚଳ ୩୭
ଏନଏସି ୬୩
ଥାନା ୫୮୬
ସହର ୨୨୩
ବୃହତ୍ତମ ସହର ୦୬
ଗ୍ରାମ ୫୧,୩୧୩
ପରିବାର ୭୭୩୮୦୬୫
ପଞ୍ଚାୟତ ୬,୨୩୪
ପଞ୍ଚାୟତ ସମିତି ୩୧୪
ଲୋକସଭା ନିର୍ବାଚନ ମଣ୍ଡଳୀ ୨୧
ବିଧାନସଭା ନିର୍ବାଚନ ମଣ୍ଡଳୀ ୧୪୭
ରାଜ୍ୟସଭା ଆସନ ୧୦
ହରିଜନ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ୨୪
ଆଦିବାସୀ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ୩୨
ହରିଜନ ସଂରକ୍ଷିତ ଲୋକସଭା ନିର୍ବାଚନ ମଣ୍ଡଳୀ ୦୩
ଆଦିବାସୀ ସଂରକ୍ଷିତ ଲୋକସଭା ନିର୍ବାଚନ ମଣ୍ଡଳୀ ୦୫
ବିଶ୍ବବିଦ୍ୟାଳୟ ୧୬
ମାଧ୍ୟମିକ ବିଦ୍ୟାଳୟ ୫,୧୨୮
ନିମ୍ନ ମାଧ୍ୟମିକ ବିଦ୍ୟାଳୟ ୧୦,୪୪୮
ପ୍ରାଥମିକ ବିଦ୍ୟାଳୟ ୫୨,୧୪୫
ମେଡ଼ିକାଲ କଲେଜ ୦୭
ହୋମିଓପ୍ୟାଥି କଲେଜ ୦୫
ଆୟୁର୍ବେଦ କଲେଜ ୦୪
ଶିକ୍ଷକ ଶିକ୍ଷା କଲେଜ ୦୮
ଇଞ୍ଜିନିୟରିଂ କଲେଜ ୦୮ (ସରକାରୀ)
ଇଞ୍ଜିନିୟରିଂ ବିଦ୍ୟାଳୟ ୨୯
ଶିକ୍ଷକ ତାଲିମ କେନ୍ଦ୍ର ୬୧
ନବୋଦୟ ବିଦ୍ୟାଳୟ ୩୦
ଅନ୍ଧ, ମୂକ, ବଧିର ବିଦ୍ୟାଳୟ ୧୬
ସରକାରୀ ଆଇନ କଲେଜ ୦୬
ପ୍ରୌଢ଼ ଶିକ୍ଷା କେନ୍ଦ୍ର ୧୧,୭୦୦
ସଂସ୍କୃତ ଟୋଲ୍‌ ୧୪୩
ସଂସ୍କୃତ ବିଦ୍ୟାଳୟ ୧୩୭
ବେତାର କେନ୍ଦ୍ର ୦୯
ଦୂରଦର୍ଶନ କେନ୍ଦ୍ର ଓ ପ୍ରସାରଣ କେନ୍ଦ୍ର ୦୫
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ୧୫୮
ହସ୍ପିଟାଲ ୧୮୧
ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ୧୧୬୬
ଆୟୁର୍ବେଦ ହସ୍ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ର ୫୨୪
ହୋମିଓପ୍ୟାଥି ହସ୍ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ର ୪୬୪

ଓଡ଼ଶାର ଜିଲା ସଂଖ୍ୟା

୧୯୯୪ ମାଚ୍ଚ ପର୍ଯ୍ୟନ୍ତ ଓଡ଼ିଶାର ଜିଲା ସଂଖ୍ୟା ଥିଲା ୧୩ଟି । ୧୯୯୪ ଅପ୍ରେଲ ମାସଠାରୁ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହା ୩୦କୁ ପରିବର୍ଦ୍ଧିତ କରାଯାଇଥିଲା।

କ୍ର.ସଂ ଜିଲାର ନାମ ସଦର ମହକୁମା କ୍ଷେତ୍ରଫଳ (ବର୍ଗ କି.ମି.)
୦୧ ଗଞ୍ଜାମ ଛତ୍ରପୁର ୮୨୦୬
୦୨ ଗଜପତି ପାରଳାଖେମୁଣ୍ଡି ୪୩୨୫
୦୩ ମୟୂରଭଞ୍ଜ ବାରିପଦା ୧୦,୪୧୮
୦୪ ମାଲକାନଗିରି ମାଲକାନଗିରି ୫୨୯୧
୦୫ ନୟାଗଡ଼ ନୟାଗଡ଼ ୩୮୯୦
୦୬ ନବରଙ୍ଗପୁର ନବରଙ୍ଗପୁର ୫୨୯୧
୦୭ ନୂଆପଡ଼ା ନୂଆପଡ଼ା ୩୮୫୨
୦୮ ବଲାଙ୍ଗିର ବଲାଙ୍ଗିର ୬୫୭୫
୦୯ ବାଲେଶ୍ବର ବାଲେଶ୍ବର ୩୮୦୬
୧୦ ବରଗଡ଼ ବରଗଡ଼ ୫୮୩୭
୧୧ ବୌଦ ଫୁଲବାଣୀ ୩୦୯୮
୧୨ ସମ୍ବଲପୁର ସମ୍ବଲପୁର ୬୬.୫୭
୧୩ ସୁବର୍ଣ୍ଣପୁର ସୁବର୍ଣ୍ଣପୁର ୨୩୩୭
୧୪ ସୁନ୍ଦରଗଡ଼ ସୁନ୍ଦରଗଡ଼ ୯୭.୧୨
୧୫ କଟକ କଟକ ୩୯୩୨
୧୬ କଳାହାଣ୍ଡି ଭବାନୀପାଟଣା ୭୯୨୦
୧୭ କନ୍ଧମାଳ କନ୍ଧମାଳ ୮୦୨୧
୧୮ କେନ୍ଦୁଝର କେନ୍ଦୁଝର ୮୩.୦୩
୧୯ କୋରାପୁଟ କୋରାପୁଟ ୮୮୦୭
୨୦ କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା ୨୬୪୪
୨୧ ପୁରୀ ପୁରୀ ୩୪୭୯
୨୨ ଭଦ୍ରକ ଭଦ୍ରକ ୨୫୦୫
୨୩ ରାୟଗଡ଼ା ରାୟଗଡ଼ା ୭୦୭୩
୨୪ ଯାଜପୁର ଯାଜପୁର ଟାଉନ୍‌ ୨୮୯୯
୨୫ ଅନୁଗୋଳ ଅନୁଗୋଳ ୬୩୭୫
୨୬ ଖୋରଧା ଭୁବନେଶ୍ବର ୨୮୧୩
୨୭ ଜଗତ୍‌ସିଂହପୁର ଜଗତ୍‌ସିଂହପୁର ୧୬୬୮
୨୮ ଝାରସୁଗୁଡ଼ା ଝାରସୁଗୁଡ଼ା ୨୦୮୧
୨୯ ଦେବଗଡ଼ ଦେବଗଡ଼ ୨୯୪୦
୩୦ ଢେଙ୍କାନାଳ ଢେଙ୍କାନାଳ ୪୪୫୨

ଆୟତନ ଓ ଜନସଂଖ୍ୟାରେ ବୃହତ୍ତମ ଓ କ୍ଷୁଦ୍ରତମ ଜିଲା

ଆୟତନରେ ବୃହତ୍ତମ ଜିଲା ମୟୂରଭଞ୍ଜ ୧୦,୪୧୮
ଆୟତନରେ କ୍ଷୁଦ୍ରତମ ଜିଲା ଜଗତସିଂହପୁର ୧୬୬୮
ଜନସଂଖ୍ୟାରେ ବୃହତ୍ତମ ଜିଲା ଗଞ୍ଜାମ ୪୫,୨୦,୧୫୧
ଜନସଂଖ୍ୟାରେ କ୍ଷୁଦ୍ରତମ ଜିଲା ଦେବଗଡ଼ ୩,୧୨,୧୬୩

ରାଜସ୍ବ ଡିଭିଜନ

ଓଡ଼ିଶାକୁ ୩ ଗୋଟି ରାଜସ୍ବ ଡିଭିଜନରେ ବିଭକ୍ତ କରାଯାଇଛି

ଅଞ୍ଚଳ(ଖଣ୍ଡ) ଜିଲା
କେନ୍ଦ୍ରାଞ୍ଚଳ ଏହାର ମୁଖ୍ୟ କାର୍ଯ୍ୟାଳୟ କଟକଠାରେ ଅବସ୍ଥିତ। ଏହା ଅଧୀନରେ ରହିଛି କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଖୋରଧା, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲା।
ଉତ୍ତରାଞ୍ଚଳ ଏହି ଡିଭିଜନର ମୁଖ୍ୟ କାର୍ଯ୍ୟାଳୟ ସମ୍ବଲପୁରଠାରେ ଅବସ୍ଥିତ। ଏହା ଅଧୀନରେ ରହିଛି ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବରଗଡ଼, ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝର ଜିଲା।
ଦକ୍ଷିଣାଞ୍ଚଳ ଏହାର ମୁଖ୍ୟ କାର୍ଯ୍ୟାଳୟ ବ୍ରହ୍ମପୁରଠାରେ ଅବସ୍ଥିତ। ଏହା ଅଧୀନରେ ରହିଛି ଗଞ୍ଜାମ, ଗଜପତି, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଫୁଲବାଣୀ ଓ ବୌଦ ଜିଲା

ସବ୍‌ଡିଭିଜନ

କ୍ର.ସଂ ଜିଲା ସବ୍‌ଡିଭିଜନ ସଂଖ୍ୟା
୦୧ ଗଞ୍ଜାମ ଭଞ୍ଜନଗର, ବ୍ରହ୍ମପର, ଛତ୍ରପୁର ୦୩
୦୨ ଗଜପତି ପାରଳାଖେମୁଣ୍ଡି ୦୧
୦୩ ମୟୂରଭଞ୍ଜ ବାରିପଦା, ବାମନଘାଟି, କପ୍ତିପଦା ଓ ପଞ୍ଚପୀର ୦୪
04 ମାଲକାନଗିରି ମାଲକାନଗିରି ୦୧
୦୫  ନୟାଗଡ଼ ନୟାଗଡ଼ ୦୧
0୬ ନବରଙ୍ଗପୁର ନବରଙ୍ଗପୁର ୦୧
୦୭ ନୂଆପଡ଼ା ନୂଆପଡ଼ା ୦୧
୦୮ ବଲାଙ୍ଗିର ବଲାଙ୍ଗିର, ଟିଟିଲାଗଡ଼, ପାଟଣାଗଡ଼ ୦୩
୦୯ ବାଲେଶ୍ବର ବାଲେଶ୍ବର, ନୀଳଗିରି ୦୨
୧୦ ବରଗଡ଼ ବରଗଡ଼, ପଦ୍ମପୁର ୦୨
୧୧ ବୌଦ ବୌଦ ୦୧
୧୨ ସମ୍ବଲପୁର ସମ୍ବଲପୁର, କୁଚିଣ୍ଡା, ରେଢ଼ାଖୋଲ ୦୩
୧୩ ସୁବର୍ଣ୍ଣପୁର ସୋନପୁର, ବୀରମହାରାଜପୁର ୦୨
୧୪ ସୁନ୍ଦରଗଡ଼ ସୁ୍ନ୍ଦରଗଡ଼, ପାନପୋଷ, ବଣାଇ ୦୩
୧୫ କଟକ କଟକ ସଦର, ଆଠଗଡ଼, ବାଙ୍କୀ ୦୩
୧୬ କଳାହାଣ୍ଡି ଭବାନୀପାଟଣା, ଧର୍ମଗଡ଼ ୦୨
୧୭ କନ୍ଧମାଳ ଫୁଲବାଣୀ, ବାଲିଗୁଡ଼ା ୦୨
୧୮ କେନ୍ଦୁଝର କେନ୍ଦୁଝର, ଆନନ୍ଦପୁର, ଚମ୍ପୁଆ ୦୩
୧୯ କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା ୦୧
୨୦ କୋରାପୁଟ କୋରାପୁଟ, ଜୟପୁର ୦୨
୨୧ ପୁରୀ ପୁରୀ ୦୨
୨୨ ଭଦ୍ରକ ଭଦ୍ରକ ୦୧
୨୩ ରାୟଗଡ଼ା ରାୟଗଡ଼ା, ଗୁଣୁପୁର ୦୨
୨୪ ଯାଜପୁର ଯାଜପୁର ୦୨
୨୫ ଅନୁଗୋଳ ଅନୁଗୋଳ, ଆଠମଲ୍ଲିକ, ତାଳଚେର, ପାଲଲହଡ଼ା ୦୪
୨୬ ଖୋରଧା ଖୋରଧା, ଭୁବନେଶ୍ବର ୦୨
୨୭ ଜଗତ୍‌ସିଂହପୁର ଜଗତ୍‌ସିଂହପୁର ୦୧
୨୮ ଝାରସୁଗୁଡ଼ା ଝାରସୁଗୁଡ଼ା ୦୧
୨୯ ଦେବଗଡ଼ ଦେବଗଡ଼ ୦୨
୩୦ ଢେଙ୍କାନାଳ ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର ୦୩
ମୋଟ     ୫୮

ତହସିଲ

କ୍ର.ସଂ ଜିଲା ତହସିଲ ମୋଟ
୦୧ ଗଞ୍ଜାମ ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, କୋଦଳା, କାନ୍‌ସି, ଛତ୍ରପୁର, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ଆସ୍କା, ସୋରଡ଼ା, ଭଞ୍ଜନଗର ଓ ବୁଗୁଡ଼ା ୧୨
୦୨ ଗଜପତି ପାରଳାଖେମୁଣ୍ଡି, ଆର. ଉଦୟଗିରି ୦୩
୦୩ ମୟୂରଭଞ୍ଜ ବାରିପଦା, ବେତନଟୀ, ରାଇରଙ୍ଗପୁର, ଉଦଳା, କରଞ୍ଜିଆ, ବହଳଦା ଓ ରାସଗୋବିନ୍ଦପୁର ୦୭
୦୪ ମାଲକାନଗିରି ମାଲକାନଗିରି, ମୋଟୁ, ଚିତ୍ରକୋଣ୍ଡା ୦୩
୦୫ ନୟାଗଡ଼ ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା ଓ ରଣପୁର ୦୪
୦୬ ନୂଆପଡ଼ା ନୂଆପଡ଼ା, ଖରିଆର ୦୨
୦୭ ବଲାଙ୍ଗିର ବଲାଙ୍ଗିର, ପାଟଣାଗଡ଼, ଟିଟିଲାଗଡ଼, ତୁଷରା, ରାମପୁର ଓ କଣ୍ଟାବାଞ୍ଜି ୦୬
୦୮ ବାଲେଶ୍ବର ବାଲେଶ୍ବର, ନୀଳଗିରି, ସୋର, ବସ୍ତା, ଜଳେଶ୍ବର ଓ ସିମୂଳିଆ ୦୬
୦୯ ବରଗଡ଼ ବରଗଡ଼, ପଦ୍ମପୁର, ଅତାବିରା, ସୋହେଲା, ଭେଡ଼େନ୍‌, ବରପାଲି, ଭଟଲି ଓ ପାଇକମାଳ ୦୮
୧୦ ବୌଦ ବୌଦ, କଣ୍ଟାମାଳ ୦୨
୧୧ ସମ୍ବଲପୁର ସମ୍ବଲପୁର, କୁଚିଣ୍ଡା, ରେଢ଼ାଖୋଲ ଓ ରେଙ୍ଗାଲି ୦୪
୧୨ ସୁବର୍ଣ୍ଣପୁର ବୀରମିତ୍ରପୁର, ବିନିକା, ସୁବର୍ଣ୍ଣପୁର ଓ ରାମପୁର ୦୪
୧୩ ସୁନ୍ଦରଗଡ଼ ବଣାଇ, ପାନପୋଷ, ରାଜଗାଙ୍ଗପୁର, ସୁନ୍ଦରଗଡ଼, ବୀରମିତ୍ରପୁର, ହେମଗିରି, ଲେଫ୍ରିପଡ଼ା ୦୭
୧୪ କଟକ ଆଠଗଡ଼, ବାଙ୍କୀ, ବଡ଼ମ୍ବା, କିଶୋରନଗର, ନରସିଂହପୁର, ନିଆଳି, ଟାଙ୍ଗୀ, ତିଗିରିଆ, କଟକ, ମାହାଙ୍ଗା, ସାଲେପୁର ୧୧
୧୫ କଳାହାଣ୍ଡି ଭବାନୀପାଟଣା, ଲାଞ୍ଜିଗଡ଼, ଧର୍ମଗଡ଼, ଥୁଆମୂଳ-ରାମପୁର ଓ ଜୟପାଟଣା ୦୫
୧୬ କନ୍ଧମାଳ ଦାରିଙ୍ଗିବାଡ଼ି, ୟୁ. ଉଦୟଗିରି ୦୨
୧୭ କେନ୍ଦୁଝର ହାଟଡିହି, ଆନନ୍ଦପୁର, ଚମ୍ପୁଆ, ତୋଲକୋଇ, ଘଟଗାଁ, ବଡ଼ବିଲ, କେନ୍ଦୁଝର ୦୭
୧୮ କେନ୍ଦ୍ରାପଡ଼ା କେନ୍ଦ୍ରାପଡ଼ା, ଆଳି, ପଟ୍ଟାମୁଣ୍ଡାଇ, ମାର୍ଶାଘାଇ, କନିକା ଓ ରାଜନଗର ୦୬
୧୯ କୋରାପୁଟ କୋରାପୁଟ, ନନ୍ଦପୁର, ମାଛକୁଣ୍ଡ, ଜୟପୁର, ବୋରିଗୁମ୍ମା ଓ କୋଟପାଡ଼ ୦୬
୨୦ ପୁରୀ ପୁରୀ, କାକଟପୁର, ପିପିଲି, ନିମାପଡ଼ା, କୃଷ୍ଣପ୍ରସାଦ ୦୫
୨୧ ଭଦ୍ରକ ଭଦ୍ରକ, ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି, ଧାମନଗର ୦୫
୨୨ ରାୟଗଡ଼ା ରାୟଗଡ଼ା, ବିଷମକଟକ, କାଶୀପୁର, ଗୁଣୁପର ୦୪
୨୩ ଯାଜପୁର ଯାଜପୁର, ବିଞ୍ଝାରପୁର, ସୁକିନ୍ଦା, ଦର୍ପଣୀ, ଧର୍ମଶାଳା ୦୫
୨୪ ଅନୁଗୋଳ ଆଠମଲ୍ଲିକ, ତାଳଚେର, ଅନୁଗୋଳ, ପାଲଲହଡ଼ା, ଛେଣ୍ଡିପଦା ୦୫

Municipality (ନଗରପାଳିକା)

କ୍ର.ସଂ ଜିଲା ନଗରପାଳିକା ମୋଟ
୦୧ ଅନୁଗୋଳ ଅନୁଗୋଳ ୦୧
୦୨ କେନ୍ଦୁଝର ଆନନ୍ଦପୁର, ଯୋଡ଼ା ୦୨
୦୩ ବାଲେଶ୍ବର ବାଲେଶ୍ବର ୦୧
୦୪ ଭଦ୍ରକ ଭଦ୍ରକ ୦୧
୦୫ ମୟୂରଭଞ୍ଜ ବାରିପଦା ୦୧
୦୬ କଳାହାଣ୍ଡି ଭବାନୀପାଟଣା ୦୧
୦୭ ବରଗଡ଼ ବରଗଡ଼ ୦୧
୦୮ ବଲାଙ୍ଗୀର ବଲାଙ୍ଗିର ୦୧
୦୯ ଝାରସୁଗୁଡ଼ା ଝାରସୁଗୁଡ଼ା, ବ୍ରଜରାଜନଗର ୦୨
୧୦ କେନ୍ଦୁଝର ବଡ଼ବିଲ, ଯୋଡ଼ା ୦୨
୧୧ ସୁନ୍ଦରଗଡ଼ ସୁନ୍ଦରଗଡ଼, ବୀରମିତ୍ରପୁର, ରାଜଗାଙ୍ଗପୁର ୦୩
୧୨ କଟକ ଚୌଦ୍ବାର ୦୧
୧୩ ଢେଙ୍କାନାଳ ଢେଙ୍କାନାଳ, ତାଳଚେର ୦୨
୧୪ ଦେବଗଡ଼ ଦେବଗଡ଼ ୦୧
୧୫ ଯାଜପୁର ଯଜପୁର ଟାଉନ୍‌, ଯାଜପୁର ରୋଡ୍‌, ୦୨
୧୬ ଖୋରଧା ଖୋରଧା, ଜଟଣୀ ୦୨
୧୭ ଝାରସୁଗୁଡ଼ା ଝାରସୁଗୁଡ଼ା ୦୧
୧୮ କୋରାପୁଟ ଜୟପୁର ୦୧
୧୯ ଜଗତ୍‌ସିଂହପୁର ଜଗତ୍‌ସିଂହପୁର, ପାରାଦ୍ବୀପ ୦୨
୨୦ ନବରଙ୍ଗପୁର ନବରଙ୍ଗପୁର ୦୧
୨୧ ପୁରୀ ପୁରୀ ୦୧
୨୨ ଗଜପତି ପାରଳାଖେମୁଣ୍ଡି ୦୧
୨୩ ଫୁଲବାଣୀ ଫୁଲବାଣୀ ୦୧
୨୪ ରାୟଗଡ଼ା ରାୟଗଡ଼ା ୦୧
୨୫ ସୁବର୍ଣ୍ଣପୁର ସୋନପୁର ୦୧
      ୩୪

NAC ବିଜ୍ଞାପିତ ଅଞ୍ଚଳ ପରିଷଦ

କ୍ର.ସଂ ଜିଲା ଏନଏସି
୦୧ କଟକ ଆଠଗଡ଼, ବାଙ୍କୀ
୦୨ ଗଞ୍ଜାମ ଗଞ୍ଜାମ, ଆସ୍କା, ବୁଗୁଡ଼ା, ବେଲଗୁଣ୍ଠା, ଭଞ୍ଜନଗର, ଚିକିଟି, ଛତ୍ରପୁର, ଗୋପାଳପୁର, ହିଞ୍ଜିଳି, କୋଦଳା, ଖଲ୍ଲିକୋଟ, ପୋଲସରା, ପୁରୁଷୋତ୍ତମପୁର, ସୋରଡ଼ା
୦୩ ଅନୁଗୋଳ ଆଠମଲ୍ଲିକ
୦୪ ଭଦ୍ରକ ବାସୁଦେବପୁର
୦୫ ଖୋରଧା ବାଣପୁର
୦୬ ବୌଦ୍ଧ ବୌଦ୍ଧ
୦୭ ସମ୍ବଲପୁର ବୁର୍ଲା, ବରପାଲ୍ଲୀ, ହୀରାକୁଦ, ରେଢ଼ାଖୋଲ
୦୮ ସୁବର୍ଣ୍ଣପୁର ବିନିକା, ତରଭା
୦୯ ଢେଙ୍କାନାଳ ଭୁବନ, କାମାକ୍ଷାନଗର
୧୦ ମାଲକାନଗିରି ବାଲିମେଳା
୧୧ ଝାରସୁଗୁଡ଼ା ବେଲପାହାଡ଼
୧୨ ରାୟଗଡ଼ା ଗୁଣୁପୁର, କାଶୀନଗର
୧୩ ଫୁଲବାଣୀ ଜି. ଉଦୟଗିରି
୧୪ ବାଲେଶ୍ବର ଜଳେଶ୍ବର, ନୀଳଗିରି, ସୋରୋ
୧୫ କଳାହାଣ୍ଡି ଜୁନାଗଡ଼
୧୬ ପୁରୀ କୋଣାର୍କ, ପିପିଲି
୧୭ ମୟୂରଭଞ୍ଜ କରଞ୍ଜିଆ, ଉଦଳା
୧୮ ନୟାଗଡ଼  ଖଣ୍ଡପଡ଼ା
୧୯ କୋରାପୁଟ କୋରାପୁଟ, କୋଟପାଡ଼, ସୁନାବେଡ଼ା
୨୦ ନୂଆପଡ଼ା ଖରିଆର
୨୧ ବଲାଙ୍ଗିର କଣ୍ଟାବାଞ୍ଜି, ପାଟଣାଗଡ଼, ଟିଟିଲାଗଡ଼
୨୨ କଳାହାଣ୍ଡି କେସିଙ୍ଗା
୨୩ ଦେବଗଡ଼ କୁଚିଣ୍ଡା
୨୪ ମାଲକାନଗିରି ମାଲକାନଗିରି
୨୫ ବରଗଡ଼ ପଦ୍ମପୁର
୨୬ ନବରଙ୍ଗପୁର ଉମରକୋଟ

Municipal Corporation ମହାନଗର ନିଗମ

କ୍ର.ସଂ ମହାନଗର ନିଗମ  
୦୧ କଟକ Link
୦୨ ଭୁବନେଶ୍ବର Link
୦୩ ସମ୍ବଲପୁର Link
୦୪ ବ୍ରହ୍ମପୁର Link
୦୫ ରାଉରକେଲା Link

Parliamentary Constituencies ଲୋକସଭା ନିର୍ବାଚନ କ୍ଷେତ୍ର

କ୍ର.ସଂ ନିର୍ବାଚନ ମଣ୍ଡଳୀ
୦୧ ବାଲେଶ୍ବର
୦୨ ଭଦ୍ରକ
୦୩ କଟକ
୦୪ ଭୁବନେଶ୍ବର
୦୫ ଆସ୍କା
୦୬ ବ୍ରହ୍ମପୁର
୦୭ ଯାଜପୁର
୦୮ ଜଗତ୍‌ସିଂହପୁର
୦୯ ବଲାଙ୍ଗିର
୧୦ କଳାହାଣ୍ଡି
୧୧ କେନ୍ଦ୍ରାପଡ଼ା
୧୨ କେନ୍ଦୁଝର
୧୩ କୋରାପୁଟ
୧୪ ମୟୂରଭଞ୍ଜ
୧୫ ନବରଙ୍ଗପୁର
୧୬ ଦେବଗଡ଼
୧୭ ବୌଦ (ଫୁଲବାଣୀ)
୧୮ ପୁରୀ
୧୯ ସମ୍ବଲପୁର
୨୦ ଦେବଗଡ଼
୨୧ ଢେଙ୍କାନାଳ
  • ମୋଟ ଲୋକସଭା ଆସନ : ୨୧
  • ମୋଟ ରାଜ୍ୟସଭା ଆସନ : ୧୦
  • ସଂରକ୍ଷିତ (ଏସଟି) : ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ନବରଙ୍ଗପୁର
  • ସଂରକ୍ଷିତ  (ଏସସି) : ଯାଜପୁର, ଭଦ୍ରକ, ଜଗତ୍‌ସିଂହପୁର
 

River ନଦୀ

ନଦୀର ନାମ ଉତ୍ପତ୍ତି ସ୍ଥଳ କେଉଁ ଜିଲା ଦେଇ ପ୍ରବାହିତ
ମହାନଦୀ ଅମରକଣ୍ଟକ ମାଳଭୂମି ସମ୍ବଲପୁର, ବଲାଙ୍ଗିର, ଢେଙ୍କାନାଳ, କଟକ
ବୈତରଣୀ ଗୋନାସିକା କେନ୍ଦୁଝର, ଭଦ୍ରକ, ଯାଜପୁର
ବ୍ରାହ୍ମଣୀ ଛେଟନାଗପୁର ମାଳଭୂମି ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ ଓ କଟକ
ଋଷିକୁଲ୍ୟା ବଉଦ ଫୁଲବାଣୀ, ଗଞ୍ଜାମ
ବୁଢ଼ାବଳଙ୍ଗ ଶିମିଳିପାଳ ମୟୂରଭଞ୍ଜ, ବାଲେଶ୍ବର
ଶାଳନ୍ଦୀ ବୈତରଣୀ ନଦୀର ଉପନଦୀ କେନ୍ଦୁଝର, ଭଦ୍ରକ
ବଂଶଧାରା କୋରାପୁଟ କୋରାପୁଟ
ଖରସ୍ରୋତା ବୈତରଣୀ ନଦୀର ଉପନଦୀ ଯାଜପୁର, କେନ୍ଦ୍ରାପଡ଼ା
ସୁବର୍ଣ୍ଣରେଖା ଛୋଟନାଗପୁର ମୟୂରଭଞ୍ଜ, ବାଲେଶ୍ବର
କାଠଯୋଡ଼ି ମହାନଦୀର ଶାଖା କଟକ
ଇନ୍ଦ୍ରାବତୀ କଳାହାଣ୍ଡି କଳାହାଣ୍ଡି, କୋରାପୁଟ
ତେଲନଦୀ ମହାନଦୀର ଉପନଦୀ ବଲାଙ୍ଗିର
ଦୟାନଦୀ କାଠଯୋଡ଼ିର ଉପନଦୀ ପୁରୀ
ଚିତ୍ରୋତ୍ପଳା ମହାନଦୀର ଶାଖା କଟକ, କେନ୍ଦ୍ରାପଡ଼ା
ଦେବୀନଦୀ ମହାନଦୀର ଶାଖା କଟକ, ଜଗତ୍‌ସିଂହପୁର
ଭାର୍ଗବୀ ମହାନଦୀ-କୁଆଖାଇ ଶାଖା -
ଶାବରୀ (କୋଲାବ) ଗୋଦାବରୀ ଶାଖା -
ଶଙ୍ଖ ଝାରଖଣ୍ଡ ସୁନ୍ଦରଗଡ଼
ସିଲେରୁ ଶାବରୀ ଶାଖା (ଆନ୍ଧ୍ର) -
ଶୁକ ପାଇକା ମହାନଦୀ ଶାଖା କଟକ, କେନ୍ଦ୍ରାପଡ଼ା
ତେଲ୍‌ ମହାନଦୀ ଶାଖା ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ବୌଦ୍ଦ
ଓନଙ୍ଗ ମହାନଦୀ ଶାଖା -
କୁଶଭଦ୍ରା ମହାନଦୀ-କୁଆଖା ଶାଖା ପୁରୀ
ଇବ୍‌ ମହାନଦୀ ଶାଖା ସମ୍ବଲପୁର

lake, hot water and waterfall ହ୍ରଦ, ଉଷ୍ଣପ୍ରସବଣ, ଜଳପ୍ରପାତ

ସ୍ଥାନ   କେଉଁ ଜିଲାରେ ଅବସ୍ଥିତ
ହ୍ରଦ    
ଚିଲିକା   ଖୋରଧା
ସର   ପୁରୀ
ଅଂଶୁପା   କଟକ
କାଞ୍ଜିଆ   କଟକ
ପଟିଆ (କୃତ୍ରିମ ହ୍ରଦ)   ଖୋରଧା (ନନ୍ଦନକାନନ)
ଉଷ୍ଣ ପ୍ରସ୍ରବଣ    
ଅଟ୍ରି   ଖୋରଧା
ତପ୍ତପାଣି   ଗଞ୍ଜାମ
ବଂଶକେଳା   କଳାହାଣ୍ଡି
ତାରବାଲି   ନୟାଗଡ଼
ଆଠମଲ୍ଲିକ   ଅନୁଗୋଳ
ଜଳପ୍ରପାତ    
ଡୁଡୁମା   କୋରାପୁଟ
ପ୍ରଧାନପାଟ   ସମ୍ବଲପୁର
ଖଣ୍ଡାଧାର (କାଦକଳା)   ସୁନ୍ଦରଗଡ଼
ପୁଟୁ   ଫୁଲବାଣୀ
ରାବଣଧାରା   କଳାହାଣ୍ଡି
କେନ୍ତାମାରୀ   ଫୁଲବାଣୀ
ବାଗ୍ରା   କୋରାପୁଟ
ବଡ଼ଘାଗରା   କେନ୍ଧୁଝର
ସାନଘାଗରା   କେନ୍ଦୁଝର
ବରେହିପାଣି   ମୟୂରଭଞ୍ଜ
ଖଣ୍ଡାହାତୀ   କୋରାପୁଟ
ହରିଶଙ୍କର   ବଲାଙ୍ଗିର
କପିଳାସ   ଢେଙ୍କାନାଳ
ଖମ୍ବା ବାଳଧର   କଳାହାଣ୍ଡି
ବଡ଼ କେନାଲ    
ନାମ ଉତ୍ପତ୍ତି ସ୍ଥଳ ଜିଲା
ଋଷିକୁଲ୍ୟା କେନାଲ ଋଷୁକୁଲ୍ୟା ନଦୀ ଗଞ୍ଜାମ
କେନ୍ଦ୍ରାପଡ଼ା କେନାଲ - -
ବରଗଡ଼ କେନାଲ ହୀରାକୁଦ ଡ୍ୟାମ୍‌ ସମ୍ବଲପୁର, ବଲାଙ୍ଗିର
ଶାସନ କେନାଲ ହୀରାକୁଦ ଡ୍ୟାମ୍‌ ସମ୍ବଲପୁର
ହାଇଲେଭଲ କେନାଲ ମହାନଦୀ-ବିରୂପା ବ୍ୟାରେଜ୍‌  
ତାଳଦଣ୍ଡା କେନାଲ ମହାନଦୀ କଟକ, ଜଗତସିଂହପୁର (82.3)
ପଟ୍ଟାମୁଣ୍ଡାଇ କେନାଲ ମହାନଦୀ କଟକ, କେନ୍ଦ୍ରାପଡ଼ା

Dam ନଦୀବନ୍ଧ

କ୍ର.ସଂ ନଦୀବନ୍ଧ ଜିଲା
୦୧ ହୀରାକୁଦ ସମ୍ବଲପୁର
୦୨ ବାଲିମେଳା ମାଲକାନଗିରି
୦୩ ଇନ୍ଦ୍ରାବତୀ ନବରଙ୍ଗପୁର
୦୪ ରେଙ୍ଗାଲି ଅଗୁଗୋଳ
୦୫ ଭୀମକୁଣ୍ଡ କେନ୍ଦୁଝର
୦୬ କାନପୁର କେନ୍ଦୁଝର
୦୭ ଆନନ୍ଦପୁର କେନ୍ଦୁଝର
୦୮ କାଂସବାହାଲ ସୁନ୍ଦରଗଡ଼
୦୯ ଅପର କୋଲାବ କଳାହାଣ୍ଡି
୧୦ ହଦଗଡ଼ କେନ୍ଦୁଝର
୧୧ ଝାଡ଼ବନ୍ଧ ସୁନ୍ଦରଗଡ଼
୧୨ ସୁବର୍ଣ୍ଣରେଖା ବାଲେଶ୍ବର
୧୩ ଋଷିକୁଲ୍ୟା ଗଞ୍ଜାମ
୧୪ ଜଳସରା ସୁନ୍ଦରଗଡ଼
୧୫ ପିଲାସାକୀ ଫୁଲବାଣୀ
୧୬ ବୁଢ଼ାବୁଢ଼ିଆଣୀ ନୟାଗଡ଼
୧୭ ସୁନେଇ ମୟୂରଭଞ୍ଜ
୧୮ ମହାନଦୀ ବିରୂପା ବ୍ୟାରେଜ କଟକ

Hills & mountain ପାହାଡ଼ ଓ ପର୍ବତ

କ୍ର.ସଂ ନାମ କେଉଁ ଜିଲାରେ ଅବସ୍ଥିତ
୦୧ ଦେଓମାଳି କୋରାପୁଟ
୦୨ ପୋଲମାକାଇନ କୋରାପୁଟ
୦୩ ମାଲ୍ୟଗିରି ମୟୂରଭଞ୍ଜ
୦୪ ମହାଗିରି କଟକ
୦୫ ନୀଳଗିରି ବାଲେଶ୍ବର
୦୬ ଚନ୍ଦ୍ରଗିରି କାରାପୁଟ
୦୭ ବାଙ୍କାଶ୍ୟାମ କଳାହାଣ୍ଡି
୦୮ ମାଙ୍କଡ଼ନଚା ମୟୂରଭଞ୍ଜ
୦୯ ମେଘାସନ ମୟୂରଭଞ୍ଜ
୧୦ ବରମା ଗଞ୍ଜାମ
୧୧ ଗନ୍ଧମାର୍ଦନ କେନ୍ଦୁଝର
୧୨ ମୁଣ୍ଡୁଳା ପୁରୀ
୧୩ କପିଳାସ ଢେଙ୍କାନାଳ
୧୪ ସୀତାବାଞ୍ଜି କେନ୍ଦୁଝର
୧୫ ହରିଶଙ୍କର ବଲାଙ୍ଗିର
୧୬ ଉଦୟଗିରି ଖୋରଧା
୧୭ ଧଉଳିଗିରି ଖୋରଧା
୧୮ ମଣିନାଗ ନୟାଗଡ଼
୧୯ ଲଳିତଗିରି କଟକ
୨୦ ଘଣ୍ଟଶିଳା ପୁରୀ (ଚିଲିକା)
୨୧ ତାରାତାରିଣୀ ଗଞ୍ଜାମ
୨୨ ଜଳୌକା ଯାଜପୁର
୨୩ ପଞ୍ଚଧାରା ଅନୁଗୋଳ
୨୪ ରାଜଗିରି ପୁରୀ
୨୫ ମଳୟଗିରି ଅନୁଗୋଳ
୨୬ ମହେନ୍ଦ୍ରଗିରି ଗଞ୍ଜାମ
୨୭ ଗୋନାସିକା କେନ୍ଦୁଝର
୨୮ ଖଣ୍ଡଗିରି ଖୋରଧା
୨୯ ବରୁଣେଈ ଖୋରଧା
୩୦ ରତ୍ନଗିରି କଟକ
୩୧ ନିମଗିରି ରାୟଗଡ଼ା
୩୨ ମାମୁଭଣଜା ପୁରୀ (ଚିଲିକା)
୩୩ ମହା ବିନାୟକ ଯାଜପୁର
୩୪ ନୃସିଂହନାଥ ବଲାଙ୍ଗିର

Power Generation (Electricity) ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କେନ୍ଦ୍ର

କ୍ର.ସଂ ଉତ୍ପାଦନ କେନ୍ଦ୍ର ଜିଲା ମେଗାୱାଟ
  ଥର୍ମାଲ ବିଦ୍ୟୁତ୍‌    
୦୧ ଇବ୍‌ ଥର୍ମାଲ ଝାରସୁଗୁଡ଼ା 1740 MW (2x210 MW + 2x660 MW).
୦୨ ଏନଟିପିସି (ତାଳଚେର) ଅନୁଗୋଳ 460 MW (Stage-I & II).
୦୩ ଏନଟିପିସି (କଣିହା) ଅନୁଗୋଳ 3000 MW
୦୪ ଏନଟିପିସି (ଦର୍ଲିପାଲି) ଅନୁଗୋଳ 1600 MW (2x800 MW).
୦୫ ଜିଏମଆର (କମଳାଙ୍ଗ) ଢେଙ୍କାନାଳ 1050 MW.
୦୬ ଜିନ୍ଦଲ ଅନୁଗୋଳ 1200 MW.
  ଜଳ ବିଦ୍ୟୁତ୍‌    
୦୧ ଉପର ଇନ୍ଦ୍ରାବତୀ କଳାହାଣ୍ଡି 600 MW (4 x 150 MW).
୦୨ ବାଲିମେଳା ମାଲକାନଗିରି 510 MW (6x60 MW + 2x75 MW).
୦୩ ଉପର କୋଲାବ କୋରାପୁଟ 320 MW (4 x 80 MW).
୦୪ ରେଙ୍ଗାଲି ଅନୁଗୋଳ 250 MW (5 x 50 MW).
୦୫ ହୀରାକୁଦ (ବୁର୍ଲା ଏବଂ ଚିପିଲିମା) ସମ୍ବଲପୁର 374.5 MW (Combined).
୦୬ ମାଛକୁଣ୍ଡ କୋରାପୁଟ 51-60 MW (Joint project with AP, 50% share).
  ନବୀକରଣୀୟ ଶକ୍ତି ପ୍ରକଳ୍ପ    
୦୧ ସୌର ପ୍ରକଳ୍ପ (ଓରେଡା) ଖୋରଧା (ଭୁବନେଶ୍ବର) 92.75 MW (DISCOMs) and 30.54 MW
୦୨ ଇଣ୍ଡଷ୍ଟ୍ରିଆଲ କ୍ୟାପ୍‌ଟିଭ ପାୱାର (ହିଣ୍ଡାଲକୋ) ସମ୍ବଲପୁର (0.64 MW).

 

  • Key Power Sector Entities
  • GRIDCO: Grid Corporation of Odisha Ltd.
  • OHPC: Odisha Hydro Power Corporation Limited.
  • OPGC: Odisha Power Generation Corporation Limited.