Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Language Section
River ନଦୀ
ନଦୀର ନାମ
ଉତ୍ପତ୍ତି ସ୍ଥଳ
କେଉଁ ଜିଲା ଦେଇ ପ୍ରବାହିତ
ମହାନଦୀ
ଅମରକଣ୍ଟକ ମାଳଭୂମି
ସମ୍ବଲପୁର, ବଲାଙ୍ଗିର, ଢେଙ୍କାନାଳ, କଟକ
ବୈତରଣୀ
ଗୋନାସିକା
କେନ୍ଦୁଝର, ଭଦ୍ରକ, ଯାଜପୁର
ବ୍ରାହ୍ମଣୀ
ଛେଟନାଗପୁର ମାଳଭୂମି
ସମ୍ବଲପୁର, ସୁନ୍ଦରଗଡ଼, ଢେଙ୍କାନାଳ ଓ କଟକ
ଋଷିକୁଲ୍ୟା
ବଉଦ
ଫୁଲବାଣୀ, ଗଞ୍ଜାମ
ବୁଢ଼ାବଳଙ୍ଗ
ଶିମିଳିପାଳ
ମୟୂରଭଞ୍ଜ, ବାଲେଶ୍ବର
ଶାଳନ୍ଦୀ
ବୈତରଣୀ ନଦୀର ଉପନଦୀ
କେନ୍ଦୁଝର, ଭଦ୍ରକ
ବଂଶଧାରା
କୋରାପୁଟ
କୋରାପୁଟ
ଖରସ୍ରୋତା
ବୈତରଣୀ ନଦୀର ଉପନଦୀ
ଯାଜପୁର, କେନ୍ଦ୍ରାପଡ଼ା
ସୁବର୍ଣ୍ଣରେଖା
ଛୋଟନାଗପୁର
ମୟୂରଭଞ୍ଜ, ବାଲେଶ୍ବର
କାଠଯୋଡ଼ି
ମହାନଦୀର ଶାଖା
କଟକ
ଇନ୍ଦ୍ରାବତୀ
କଳାହାଣ୍ଡି
କଳାହାଣ୍ଡି, କୋରାପୁଟ
ତେଲନଦୀ
ମହାନଦୀର ଉପନଦୀ
ବଲାଙ୍ଗିର
ଦୟାନଦୀ
କାଠଯୋଡ଼ିର ଉପନଦୀ
ପୁରୀ
ଚିତ୍ରୋତ୍ପଳା
ମହାନଦୀର ଶାଖା
କଟକ, କେନ୍ଦ୍ରାପଡ଼ା
ଦେବୀନଦୀ
ମହାନଦୀର ଶାଖା
କଟକ, ଜଗତ୍ସିଂହପୁର
ଭାର୍ଗବୀ
ମହାନଦୀ-କୁଆଖାଇ ଶାଖା
-
ଶାବରୀ (କୋଲାବ)
ଗୋଦାବରୀ ଶାଖା
-
ଶଙ୍ଖ
ଝାରଖଣ୍ଡ
ସୁନ୍ଦରଗଡ଼
ସିଲେରୁ
ଶାବରୀ ଶାଖା (ଆନ୍ଧ୍ର)
-
ଶୁକ ପାଇକା
ମହାନଦୀ ଶାଖା
କଟକ, କେନ୍ଦ୍ରାପଡ଼ା
ତେଲ୍
ମହାନଦୀ ଶାଖା
ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ବୌଦ୍ଦ
ଓନଙ୍ଗ
ମହାନଦୀ ଶାଖା
-
କୁଶଭଦ୍ରା
ମହାନଦୀ-କୁଆଖା ଶାଖା
ପୁରୀ
ଇବ୍
ମହାନଦୀ ଶାଖା
ସମ୍ବଲପୁର
Go back to main page