Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Language Section
ଓଡ଼ିଶାର ପ୍ରଶାସନିକ ଓ ରାଜନୈତିକ ପରିସୀମା
Questions
Answer
ରାଜସ୍ବ ଡିଭିଜନ ସଂଖ୍ୟା
୦୩
ଜିଲା ସଂଖ୍ୟା
୩୦
ସବ୍ଡିଭିଜନ
୫୮
ତହସିଲ
୧୪୭
କୃଷିଜିଲା
୩୦
ଶିକ୍ଷାଜିଲା
୩୦
ପୁଲିସ ଜିଲା
୧୫
ବ୍ଲକ
୩୧୪
ମହାନଗର ନିଗମ
୦୫
ପୌରାଞ୍ଚଳ
୩୭
ଏନଏସି
୬୩
ଥାନା
୫୮୬
ସହର
୨୨୩
ବୃହତ୍ତମ ସହର
୦୬
ଗ୍ରାମ
୫୧,୩୧୩
ପରିବାର
୭୭୩୮୦୬୫
ପଞ୍ଚାୟତ
୬,୨୩୪
ପଞ୍ଚାୟତ ସମିତି
୩୧୪
ଲୋକସଭା ନିର୍ବାଚନ ମଣ୍ଡଳୀ
୨୧
ବିଧାନସଭା ନିର୍ବାଚନ ମଣ୍ଡଳୀ
୧୪୭
ରାଜ୍ୟସଭା ଆସନ
୧୦
ହରିଜନ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ
୨୪
ଆଦିବାସୀ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ
୩୨
ହରିଜନ ସଂରକ୍ଷିତ ଲୋକସଭା ନିର୍ବାଚନ ମଣ୍ଡଳୀ
୦୩
ଆଦିବାସୀ ସଂରକ୍ଷିତ ଲୋକସଭା ନିର୍ବାଚନ ମଣ୍ଡଳୀ
୦୫
ବିଶ୍ବବିଦ୍ୟାଳୟ
୧୬
ମାଧ୍ୟମିକ ବିଦ୍ୟାଳୟ
୫,୧୨୮
ନିମ୍ନ ମାଧ୍ୟମିକ ବିଦ୍ୟାଳୟ
୧୦,୪୪୮
ପ୍ରାଥମିକ ବିଦ୍ୟାଳୟ
୫୨,୧୪୫
ମେଡ଼ିକାଲ କଲେଜ
୦୭
ହୋମିଓପ୍ୟାଥି କଲେଜ
୦୫
ଆୟୁର୍ବେଦ କଲେଜ
୦୪
ଶିକ୍ଷକ ଶିକ୍ଷା କଲେଜ
୦୮
ଇଞ୍ଜିନିୟରିଂ କଲେଜ
୦୮ (ସରକାରୀ)
ଇଞ୍ଜିନିୟରିଂ ବିଦ୍ୟାଳୟ
୨୯
ଶିକ୍ଷକ ତାଲିମ କେନ୍ଦ୍ର
୬୧
ନବୋଦୟ ବିଦ୍ୟାଳୟ
୩୦
ଅନ୍ଧ, ମୂକ, ବଧିର ବିଦ୍ୟାଳୟ
୧୬
ସରକାରୀ ଆଇନ କଲେଜ
୦୬
ପ୍ରୌଢ଼ ଶିକ୍ଷା କେନ୍ଦ୍ର
୧୧,୭୦୦
ସଂସ୍କୃତ ଟୋଲ୍
୧୪୩
ସଂସ୍କୃତ ବିଦ୍ୟାଳୟ
୧୩୭
ବେତାର କେନ୍ଦ୍ର
୦୯
ଦୂରଦର୍ଶନ କେନ୍ଦ୍ର ଓ ପ୍ରସାରଣ କେନ୍ଦ୍ର
୦୫
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
୧୫୮
ହସ୍ପିଟାଲ
୧୮୧
ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର
୧୧୬୬
ଆୟୁର୍ବେଦ ହସ୍ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ର
୫୨୪
ହୋମିଓପ୍ୟାଥି ହସ୍ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ର
୪୬୪
Go back to main page